ଲିଭିଗଲା ଦୀପାଙ୍କ ଜୀବନ ଦୀପ

ଭୁବନେଶ୍ୱର : ଓଡ଼ିଆ ଆଲବମ୍‌ ଜଗତର ରାଣୀ ଦୀପା ସାହୁ ଆଉ ନାହାନ୍ତି। ସ୍ପର୍ଶ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍‌ଣ ୪ଟା ୨ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୩୭ ବର୍ଷ ହୋଇଥିଲା। ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ତାଙ୍କ ସହ ଆଲବମ୍‌ରେ ଅଭିନୟ କରିଥିବା ବହୁ … Continue reading ଲିଭିଗଲା ଦୀପାଙ୍କ ଜୀବନ ଦୀପ